ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଜୁନ୍ ୨୦୨୩ ରେ ହେବାକୁ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ନାଗରିକଙ୍କ ଠାରୁ ମତାମତ ଆମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏହି ମାସର ମନ କି ବାତ୍ କାର୍ଯ୍ୟକ୍ରମ ୧୮ ଜୁନ୍ ରବିବାର ଦିନ ପ୍ରସାରିତ ହେବ । ଆପଣଙ୍କ ମତାମତ ଗ୍ରହଣ କରିବା ସର୍ବଦା ଆନନ୍ଦଦାୟକ ଅଟେ । NaMo App, MyGov ରେ ଆପଣଙ୍କର ମତାମତ ସେୟାର କରନ୍ତୁ କିମ୍ବା ୧୮୦୦–୧୧–୭୮୦୦ ନମ୍ବରକୁ ଡାଏଲ୍ କରି ଆପଣଙ୍କ ବାର୍ତ୍ତା ରେକର୍ଡ କରନ୍ତୁ ।”
https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-25th-june-2023/?target=inapp&type=group_issue&nid=340041“
This month’s #MannKiBaat programme will take place on Sunday, 18th June. It is always a delight to receive your inputs. Share your inputs on the NaMo App, MyGov or record your message by dialling 1800-11-7800. https://t.co/btZKHrI9Nv
— Narendra Modi (@narendramodi) June 13, 2023
HS