ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନର ମହାମହିମ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିଛନ୍ତି ।
ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି ଭାରତ–ଭୁଟାନ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାରେ ଲଗାତାର ଡ୍ରକ୍ ଗ୍ୟାଲୋପସଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ ପାଇଁ ଶ୍ରୀ ମୋଦୀ ମଧ୍ୟ ନିଜର କୃତଜ୍ଞତା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭୁଟାନର ମହାମହିମ ରାଜାଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ସାକ୍ଷାତ ହୋଇଥିଲା । ଘନିଷ୍ଠ ତଥା ଅଦ୍ୱିତୀୟ ଭାରତ–ଭୁଟାନ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ଚିନ୍ତାଧାରା ଉପରେ ଆଲୋଚନା କରାଯାଇଥିଲା । ଆମର ସର୍ମ୍ପକ ବଢାଇବାପାଇଁ ଲଗାତାର ଡ୍ରକ ଗ୍ୟାଲୋପସଙ୍କ ଦ୍ୱାରା ଦିଆଯାଉଥିବା ମାର୍ଗଦର୍ଶନ ପାଇଁ ମୋର ପ୍ରଶଂସା ବ୍ୟକ୍ତ କରୁଛି ।”
Had a warm meeting with His Majesty the King of Bhutan. Discussed various ideas to further strengthen the close and unique India-Bhutan friendship. Conveyed my appreciation for the guiding vision provided by successive Druk Gyalpos in shaping our relations. pic.twitter.com/cmWW41lFrK
— Narendra Modi (@narendramodi) September 14, 2022
HS