Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୁଟାନର ପିଏମ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକରେ ଷଷ୍ଠ ବିମ୍‌ଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ଭୁଟାନର ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଂ ଟୋବ୍‌ଗେଙ୍କୁ ସାକ୍ଷାତ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଟୋବ୍‌ଗେଙ୍କ ସହ ଏକ ଭଲ ଆଲୋଚନା ହେଲା । ଭୁଟାନ ସହ ଭାରତର ବନ୍ଧୁତା ଦୃଢ଼ । ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସହଯୋଗ କରୁଛୁ ।

@tsheringtobgay”

 

SR