ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:
‘ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଭିୱଣ୍ଡିରେ ଘଟିଥିବା ଦୁଃଖଦ ଘଟଣାରେ ମର୍ମାହତ ହୋଇଛନ୍ତି । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ପିଏମଏନଆରଏଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରଯିବ । ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ’ ।
महाराष्ट्रात भिवंडी येथे झालेल्या दुर्घटनेबद्दल दुःख झाले. शोकाकुल कुटुंबियांविषयी शोकसंवेदना आणि जखमींच्या प्रकृतीत सुधारणा व्हावी ही प्रार्थना. मृतांच्या कुटुंबाला पंतप्रधान राष्ट्रीय मदत निधीमधून प्रत्येकी 2 लाख रुपये आणि जखमींना 50,000 रुपये दिले जातीलः PM @narendramodi
— PMO India (@PMOIndia) May 1, 2023
SR
Pained by the tragedy in Bhiwandi, Maharashtra. Condolences to the bereaved families and prayers with the injured. An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi
— PMO India (@PMOIndia) May 1, 2023