Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ୭୫୦ ବିଲିୟନ ଡଲାରରୁ ଅଧିକ ରପ୍ତାନୀ ସଫଳତା ହାସଲ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ୭୫୦ ବିଲିୟନ ଡଲାରରୁ ଅଧିକ ରପ୍ତାନୀ ସଫଳତା ହାସଲ ପାଇଁ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ।

ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ୭୫୦ ବିଲିୟନ ଡଲାରରୁ ଅଧିକ ରପ୍ତାନୀ ସଫଳତା ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହି ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ।

ଏହି ଭାବନା ଆଗାମୀ ଦିନରେ ଭାରତକୁ ଆତ୍ମନିର୍ଭର କରି ଗଢି ତୋଳିବ ।”

 

SR