1. |
ଇଣ୍ଡିଆ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ (ଇଣ୍ଡିଆ ଆଇଏନଏକ୍ସ) ଏବଂ ଲକ୍ସମବର୍ଗ ଷ୍ଟକ ଏକ୍ସଚେଞ୍ଜ ମଧ୍ୟରେ ବୁଝାମଣା |
ଆର୍ଥିକ ସେବା ଶିଳ୍ପ, ସିକ୍ୟୁରିଟି ସଂପୃକ୍ତ ଦେଶରେ ଶୃଙ୍ଖଳିତ ବଜାରର ରକ୍ଷଣାବେକ୍ଷଣ, ଇଏସଜି (ପରିବେଶ, ସାମାଜିକ ଓ ପ୍ରଶାସନ) ଏବଂ ସ୍ଥାନୀୟ ବଜାରରେ ଗ୍ରୀନ ଫାଇନାନ୍ସ ପ୍ରଦାନ ଦିଗରେ ସହଯୋଗ । |
2. |
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଲକ୍ସମବର୍ଗ ଷ୍ଟକ ଏକ୍ସଚେଞ୍ଜ ମଧ୍ୟରେ ବୁଝାମଣା |
ଆର୍ଥିକ ସେବା ଶିଳ୍ପ, ସିକ୍ୟୁରିଟି ସଂପୃକ୍ତ ଦେଶରେ ଶୃଙ୍ଖଳିତ ବଜାରର ରକ୍ଷଣାବେକ୍ଷଣ, ଇଏସଜି (ପରିବେଶ, ସାମାଜିକ ଓ ପ୍ରଶାସନ) ଏବଂ ସ୍ଥାନୀୟ ବଜାରରେ ଗ୍ରୀନ ଫାଇନାନ୍ସ ପ୍ରଦାନ ଦିଗରେ ସହଯୋଗ । |
3. |
ଇନଭେଷ୍ଟ ଇଣ୍ଡିଆ ଏବଂ ଲକ୍ସଇନୋଭେସନ ମଧ୍ୟରେ ବୁଝାମଣା |
ଭାରତ ଏବଂ ଲକ୍ସମବର୍ଗ ନିବେଶକଙ୍କ ଦ୍ଵାରା ଆଗତ କିମ୍ବା ପ୍ରସ୍ତାବିତ ଇନବାଉଣ୍ଡ ଏଫଡିଆଇର ପ୍ରୋତ୍ସାହନ ଏବଂ ସୁବିଧା ସହିତ ଭାରତୀୟ ଏବଂ ଲକ୍ସମବର୍ଗ କମ୍ପାନୀଗୁଡିକ ମଧ୍ୟରେ ପାରସ୍ପରିକ ବ୍ୟବସାୟିକ ସହଯୋଗର ସମର୍ଥନ ଏବଂ ବିକାଶ । |
କ୍ରମିକ ସଂଖ୍ୟା | ଚୁକ୍ତିନାମା | ବିବରଣୀ |
---|