ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମଣ୍ଡପମଠାରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି ।
ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଭାରତ ମଣ୍ଡପମରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଆମ ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି । ଜି–୨୦ ସମ୍ମିଳନୀ ପାଇଁ ବିଶ୍ୱ ଏକତ୍ରିତ ହେଉଥିବାବେଳେ ଏହା ଭାରତର ପ୍ରାଚୀନ କଳା ଏବଂ ପରମ୍ପରାର ପ୍ରମାଣ ହେବ ।’
The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India’s age-old artistry and traditions. https://t.co/uFEcx22jgi
— Narendra Modi (@narendramodi) September 6, 2023
SR
The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India's age-old artistry and traditions. https://t.co/uFEcx22jgi
— Narendra Modi (@narendramodi) September 6, 2023
பாரத மண்டபத்தில் நிறுவப்பட்டுள்ள பிரமாண்டமான நடராஜர் சிலை, நமது வளமான கலாச்சாரம் மற்றும் வரலாற்றின் கூறுகளை கண்முன்னே நிறுத்துகிறது. ஜி20 உச்சி மாநாட்டிற்காக உலக நாடுகள் ஒன்று கூடும்போது, இது இந்தியாவின் பழங்கால கலைத்திறன் மற்றும் பாரம்பரியங்களுக்கு ஒரு சான்றாக அமையும். https://t.co/uFEcx22jgi
— Narendra Modi (@narendramodi) September 6, 2023