Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ତିବ୍ବତ ସୀମା ସୁରକ୍ଷା ବଳ(ITBP)ର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଭାରତ-ତିବ୍ବତ ସୀମା ସୁରକ୍ଷା ବଳ(ITBP)ର ସ୍ଥାପନା ଦିବସ ଅବସରରେ ଆଇଟିବିପି ପରିବାରକୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

“ସ୍ଥାପନା ଦିବସ ଅବସରରେ ଆଇଟିବିପି ପରିବାରକୁ ଅଭିନନ୍ଦନ । ଏହି ବାହିନୀ ତା’ର ସାହାସିକତା ଏବଂ ମାନବିକ ମୁଲ୍ୟବୋଧ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ହିମାଳୟ ସହିତ ଏହାର ନିବିଡତା ଏବଂ ଉଚ୍ଚ ଶିଖରରେ କଠିନ ଓ ମହନୀୟ କାର୍ଯ୍ୟକୁଶଳତା ପ୍ରଦର୍ଶନ କରିବାରେ ମଧ୍ୟ ଆଇଟିବିପି ବେଶ ଜଣାଶୁଣା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।