Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ : ପ୍ରଧାନମନ୍ତ୍ରୀ


 

 

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୋଲ୍ ଲିଡର୍ଶିପ୍ କନ୍କ୍ଲେଭ୍ରେ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ଭାରତ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେଙ୍କୁ ପୁଣି ଥରେ ସାକ୍ଷାତ କରିଥିବାରୁ ମୁଁ ଖୁବ୍ ଖୁସି। ଲିଡରସିପ୍ କନ୍କ୍ଲେଭ୍ ଲିଡ୍ୱିଥ୍ସୋଲ୍ ରେ ତାଙ୍କ ସମ୍ବୋଧନ ପ୍ରଶଂସନୀୟ ଭାରତ ଏବଂ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ

 

SR