ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସଚିବାଳୟରେ ନିଯୁକ୍ତି ସୁଯୋଗ ସହ ଭାରତ ଅଧ୍ୟକ୍ଷତାରେ ବୈଶିକ ଏଜେଣ୍ଡା ପ୍ରସ୍ତୁତିରେ ଯୋଗଦାନ ପାଇଁ ରୋମାଞ୍ଚକର ଅବସରକୁ ଶେୟାର କରିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କ ଏକ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଏକ ରୋମାଞ୍ଚକର ଅବସର…”
This is an exciting opportunity… https://t.co/h0p6vxgzUj
— Narendra Modi (@narendramodi) September 29, 2022
SR
This is an exciting opportunity… https://t.co/h0p6vxgzUj
— Narendra Modi (@narendramodi) September 29, 2022