Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ସଂସ୍କୃତି ଏବଂ ଆଧ୍ମୟାତ୍ମିକତା ବାବଦରେ ଡ. ଟୋନି ନାଦାରଙ୍କ ଭାବନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


 

ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ବାବଦରେ ଟୋନିନାଦାରଙ୍କ ଗଭୀର ଭାବନା ଏବଂ ଜାଣିବାର ଇଚ୍ଛାଶକ୍ତିକୁ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି 

ଏକ୍ସ  ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

କିଛି ଦିନ ତଳେ ଟୋନି ନାଦାରଙ୍କ ସହ ଏକ ଭୀର ଆଲୋଚନାହୋଇଥିଲା  ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ବାବଦରେତାଙ୍କର ଜ୍ଞାନ ଏବଂ ଜାଣିବାର ଇଚ୍ଛାଶକ୍ତି ବାସ୍ତବରେ ପ୍ରଶଂସନୀୟ 

SR