ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରପ୍ତାନୀକାରୀଙ୍କ ଦ୍ୱାରା ଭାରତ-ୟୁଏଇ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ)ର ସଦୁପଯୋଗକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତୀୟ ଉଦ୍ୟୋଗ ପାଇଁ ସୁସଙ୍କେତ, ଏହା ଭାରତୀୟ ଉତ୍ପାଦଗୁଡିକୁ ବିଶ୍ୱରେ ଲୋକପ୍ରିୟ କରିବ ।”
SR
A great sign for Indian enterprise, it will make Indian products popular globally. https://t.co/21oJAfXDsv
— Narendra Modi (@narendramodi) January 31, 2023