Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ସଙ୍ଗୀତ ଇତିହାସ ବିବିଧତାର ଏକ ପ୍ରତୀକ ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ଗୁଞ୍ଜରିତ: ପ୍ରଧାନମନ୍ତ୍ରୀ


ସିତାର ପ୍ରତି ଆଗ୍ରହ ପାଇଁ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ଓଙ୍ଗଙ୍କୁ ସିତାରବାଦନ ପ୍ରତି ଉତ୍ସାହ ପାଇଁ ଶୁଭକାମନା ଦେଇଛନ୍ତି ।

 

ଶ୍ରୀ ଓଙ୍ଗଙ୍କ ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:

 

‘ସିତାର ପ୍ରତି ତୁମ ଆଗ୍ରହ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବା ଜାରି ରଖ । ସଙ୍ଗୀତରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା । ଭାରତର ସଙ୍ଗୀତ ଇତିହାସ ହେଉଛି ବିବିଧତାର ପ୍ରତୀକ, ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ପ୍ରତିଧ୍ୱନିତ ହେଉଛି ।’

 

 SR