ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଲୋକମାନେ ସେମାନଙ୍କର ପ୍ରତିଭା ଏବଂ ଉଦ୍ୟୋଗ ପ୍ରତି ଉତ୍ସାହ ପ୍ରଦର୍ଶନ କରୁଛନ୍ତି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ୨୦୨୨–୨୩ ପାଇଁ ୭୭୦ ବିଲିୟନ ଡ଼ଲାରରେ ନୂଆ ରପ୍ତାନି ରେକର୍ଡ ହାସଲ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଭାରତର ଲୋକମାନେ ସେମାନଙ୍କର ପ୍ରତିଭା ଏବଂ ଉଦ୍ୟୋଗ ପ୍ରତି ଉତ୍ସାହ ପ୍ରଦର୍ଶନ କରୁଛନ୍ତି । ବିଶ୍ୱ ଭାରତ ଆଡକୁ ଆଶା ଏବଂ ଉତ୍ସାହର ସହିତ ଚାହିଁଛି ।”
https://www.pib.gov.in/PressReleasePage.aspx?PRID=1916220
The people of India are showcasing their talent and spirit of enterprise. The world is looking towards India with optimism and enthusiasm. https://t.co/IkLyAu1JvF https://t.co/EcFWCE0B5E
— Narendra Modi (@narendramodi) April 14, 2023
HS