ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଟିକୋରିନ ଭିଓସି ବନ୍ଦରର ବାର୍ଷିକ ଅଭିବୃଦ୍ଧି ୧୧.୩୫% କୁ ପ୍ରଶଂସା କରିଛନ୍ତି । ବନ୍ଦର ୧୪.୦୩.୨୦୨୩ ସୁଦ୍ଧା ୩୬.୦୩ ନିୟୁତ ଟନ୍ ମାଲ୍ ପରିଚାଳନା କରିଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ସରିବାର ୧୭ ଦିନ ଆଗରୁ ପରିବହନ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ହୋଇଥିବା ୩୬ ନିୟୁତ ଟନ୍ ଟାର୍ଗେଟକୁ ଅତିକ୍ରମ କରିଛି ।
ଟୁଟିକୋରିନ ସ୍ଥିତ ଭି.ଓ ଚିଦାମ୍ବରନାର ବନ୍ଦର ପ୍ରାଧିକରଣଙ୍କ ଏକ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଉତ୍ତମ! ଭାରତର ବନ୍ଦର କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆର୍ଥିକ ପ୍ରଗତିରେ ସହାୟକ ହେଉଛି ।”
Good! India’s port sector is growing rapidly and contributing to economic progress. https://t.co/xMWvj0fQrJ
— Narendra Modi (@narendramodi) March 16, 2023
HS
Good! India's port sector is growing rapidly and contributing to economic progress. https://t.co/xMWvj0fQrJ
— Narendra Modi (@narendramodi) March 16, 2023