ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତର ପ୍ରଥମ କେବଲ-ଷ୍ଟେ ରେଳ ପୋଲ, ଅଞ୍ଜି ଖାଡ ପୋଲ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହି ପୋଲ ନିର୍ମାଣ ୧୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା ଓ ପୋଲରେ ବ୍ୟବହୃତ କେବଲ ଷ୍ଟ୍ରାଣ୍ଡର ସମୁଦାୟ ଦୈର୍ଘ୍ୟ ୬୫୩ କିଲୋମିଟର ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ ବଢିଆ ।”
Excellent! https://t.co/cwQpm6LVQX
— Narendra Modi (@narendramodi) April 29, 2023
SR
Excellent! https://t.co/cwQpm6LVQX
— Narendra Modi (@narendramodi) April 29, 2023