ଭାରତର ରାଷ୍ଟ୍ରପତି ରୂପେ ନବନିର୍ବାଚିତ ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଭାରତର ନୂତନ ରାଷ୍ଟ୍ରପତି ରୂପେ ନିର୍ବାଚିତ ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ଅଭିନନ୍ଦନ! ଫଳପ୍ରସୂ ଏବଂ ପ୍ରେରଣାଦାୟୀ କାର୍ଯ୍ୟକାଳ ପାଇଁ ଶୁଭକାମନା ।
ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାଂସଦମାନଙ୍କ ତରଫରୁ ଏବଂ ବିଭିନ୍ନ ରାଜ୍ୟରୁ ବିପୁଳ ସମର୍ଥନ ମିଳିଥିବାରୁ ମୁଁ ଖୁବ ଆନନ୍ଦିତ । ଇଲେକ୍ଟୋରାଲ କଲେଜର ସଦସ୍ୟ ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି ।
ମୁଁ ମଧ୍ୟ ଶ୍ରୀମତୀ ମୀରା କୁମାରଙ୍କୁ ଅଶେଷ ଅଭିନନ୍ଦନ ଜଣାଉଛି ଏବଂ ଆମେ ତାଙ୍କ ପାଇଁ ଖୁବ ଗୌରାବନ୍ଵିତ, ଯିଏକି ଉଚ୍ଚ ଗଣତାନ୍ତ୍ରିକ ଭାବନା, ଉତ୍ସାହ ଓ ମୂଲ୍ୟବୋଧକୁ ପାଥେୟ କରି ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ସାମିଲ ହୋଇଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Congratulations to Shri Ram Nath Kovind Ji on being elected the President of India! Best wishes for a fruitful & inspiring tenure.
— Narendra Modi (@narendramodi) July 20, 2017
Gladdened by the extensive support for Shri Ram Nath Kovind Ji among MPs & across various states. I thank members of the electoral college.
— Narendra Modi (@narendramodi) July 20, 2017
I also congratulate @meira_kumar Ji for her campaign, which was in spirit of the democratic ethos & values we all are proud of.
— Narendra Modi (@narendramodi) July 20, 2017
20 years ago and the present…always been a privilege to know you, President Elect. pic.twitter.com/IkhnOtYf8N
— Narendra Modi (@narendramodi) July 20, 2017