Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ୧୦୦ ତମ ଜି -୨୦ ବୈଠକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ୧୦୦ତମ ଜି -୨୦ ବୈଠକକୁ ପ୍ରଶଂସା କରିଛନ୍ତି ।

ଜି ୨୦ ଇଣ୍ଡିଆର ଏକ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ନୀତି ଏବଂ ଆମର ବସୁଧୈବ କୁଟୁମ୍ବକମ୍ ର ଭାବଧାରା ଅନୁଯାୟୀ, ଭାରତର ଜି -୨୦ ଅଧ୍ୟକ୍ଷତା ବିଶ୍ୱର ଉନ୍ନତି ତଥା ଏକ ଉନ୍ନତ ପୃଥିବୀ ସୃଷ୍ଟି ପାଇଁ କାର୍ଯ୍ୟ କରୁଛି ।”

HS