ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ ଭାରତର ଉପଲବ୍ଧିକୁ ରେଖାଙ୍କିତ କରାଯାଇଥିବା ଏକ ଆର୍ଟିକଲ ସେୟାର କରିଛନ୍ତି, ଯେଉଁଥିରେ ସଫଳ ଜି୨୦ ଅଧ୍ୟକ୍ଷତା, ଚନ୍ଦ୍ର ମିଶନ ସାମିଲ ସହ କୋଭିଡ୍-୧୯ ପରେ ଦେଶ ବିକାଶର ଟ୍ରାକ୍କୁ ଫେରିବା ଏବଂ ଦ୍ରୁତ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ଆର୍ଟିକଲ ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବିଦେଶ ମନ୍ତ୍ରୀ ଡ. ଜୟଶଙ୍କରଙ୍କ ଆର୍ଟିକଲ ୨୦୨୩ରେ ଭାରତର ସଫଳତାକୁ ବର୍ଣ୍ଣନା କରିଛି । ଏଥିରେ ସଫଳ ଜି-୨୦ ଅଧ୍ୟକ୍ଷତା, ଚନ୍ଦ୍ରମିଶନ, କୋଭିଡ୍-୧୯ ପରବର୍ତ୍ତୀ ପୁନଃଉତ୍ଥାନ ଏବଂ ଦ୍ରୁତ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଭାରତର କୂଟନୈତିକ ପ୍ରୟାସ ବିଶ୍ୱସ୍ତରରେ କିପରି ଏକ ଆତ୍ମବିଶ୍ୱାସୀ ତଥା ଦକ୍ଷ ରାଷ୍ଟ୍ର ଭାବେ ଚିତ୍ରଣ କରୁଛି ତାହା ଏଥିରେ ଦର୍ଶାଯାଇଛି ।’
EAM @DrSJaishankar‘s article outlines India’s achievements in 2023, including its successful G20 presidency and lunar mission, emphasizing a post-COVID-19 recovery and robust growth.
The piece highlights India’s diplomatic efforts, regional engagement, portraying a confident and… https://t.co/d3UBCLs8BZ
— PMO India (@PMOIndia) November 17, 2023
SR
EAM @DrSJaishankar's article outlines India's achievements in 2023, including its successful G20 presidency and lunar mission, emphasizing a post-COVID-19 recovery and robust growth.
— PMO India (@PMOIndia) November 17, 2023
The piece highlights India's diplomatic efforts, regional engagement, portraying a confident and… https://t.co/d3UBCLs8BZ