Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତରେ ନବୀକରଣୀୟ ଶକ୍ତି କ୍ଷେତ୍ରର ଉଲ୍ଲେଖନୀୟ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରେ ନବୀକରଣୀୟ ଶକ୍ତି କ୍ଷେତ୍ରର ବିକାଶକୁ ଉଲ୍ଲେଖନୀୟ ବୋଲି ଦର୍ଶାଇ କହିଛନ୍ତି କି ଏହା ଆମ ଜନସାଧାରଣଙ୍କ ସ୍ଥିରତା ପ୍ରତି ପ୍ରତିବଦ୍ଧତାର ପ୍ରମାଣ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ସେ କହିଛନ୍ତି:

“ଏହା ଏକ ମହତ୍ୱପୂର୍ଣ୍ଣ ବିକାଶ, ଯାହାକି ସ୍ଥିରତା ପ୍ରତି ଆମ ଲୋକଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।”

SR