ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବାଜପାୟୀ ଆମ ଗହଣରେ ଆଉ ନାହାନ୍ତି ଏକଥା ବିଶ୍ୱାସ କରିବା ପାଇଁ ଆମ ମନ ପ୍ରସ୍ତୁତ ନୁହେଁ । ସେ ଥିଲେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ସମାଜର ସବୁ ବର୍ଗର ବ୍ୟକ୍ତି ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ କରୁଥିଲେ ।
ସେ କହିଲେ ଯେ ଅନେକ ଦଶନ୍ଧି ଧରି ବାଜପାୟୀଙ୍କ ସ୍ୱର ଥିଲା ଜନସାଧାରଣଙ୍କ ସ୍ୱର । ଜଣେ ବକ୍ତା ଭାବରେ ତାଙ୍କର କୌଣସି ଜବାବ ନଥିଲା । ଆମ ଦେଶ ଜନ୍ମ ଦେଇଥିବା ସର୍ବଶ୍ରେଷ୍ଠ ବାଗ୍ମୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, ବାଜପାୟୀଙ୍କ ଅଧିକାଂଶ ସମୟ ବିରୋଧି ପକ୍ଷ ଭାବେ କଟିଥିଲା, ମାତ୍ର ସେ ସବୁବେଳେ ଜାତୀୟ ସ୍ୱାର୍ଥ କଥା ଉଠାଉଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ବାଜପାୟୀ ସବୁବେଳେ ଗଣତନ୍ତ୍ରକୁ ସର୍ବୋଚ୍ଚ ମହତ୍ୱ ପ୍ରଦାନ କରୁଥିଲେ । ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଶ୍ରୀ ବାଜପାୟୀ ସବୁବେଳେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ।
The mind is not ready to believe that Atal Ji is no longer with us. He was a stalwart loved and respected across all sections of society: PM @narendramodi speaking at the programme to release a coin in memory of Atal Ji
— PMO India (@PMOIndia) December 24, 2018
The party which Atal Ji built has become among the largest political parties. Generations of Karyakartas were fortunate to be mentored by him.
— PMO India (@PMOIndia) December 24, 2018
As a speaker, he was unparalleled.
He is among the best orators our nation has produced: PM @narendramodi
For some people, power is oxygen...they can't live without it.
— PMO India (@PMOIndia) December 24, 2018
A long part of Atal Ji's career was spent in the opposition benches but he spoke about national interest and never compromised on the ideology of the party: PM @narendramodi
Atal Ji wanted democracy to be supreme.
— PMO India (@PMOIndia) December 24, 2018
He built the Jana Sangh but when the time came to rescue our democracy he and others went to Janata Party.
Likewise, when the choice was between remaining in power or comprising on ideology, he left Janata Party and formed the BJP: PM