ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯାହାକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ସେ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା ମାତୃଭୂମିର ଗୌରମ ଏବଂ ସମ୍ମାନ ରକ୍ଷା ପାଇଁ ନିଜର ସର୍ବସ୍ୱ ବଳିଦାନ ଦେଇଥିଲେ ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଭଗବାନ ବିର୍ସା ମୁଣ୍ଡା ମତୃଭୂମିର ଗୌରବ ଓ ସମ୍ମାନ ରକ୍ଷା କରିବା ପାଇଁ ନିଜର ସର୍ବସ୍ୱ ବଳିଦାନ ଦେଇଥିଲେ । ତାଙ୍କର ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ତାଙ୍କୁ ମୋର କୋଟି କୋଟି ପ୍ରଣାମ । #JanjatiyaGauravDiwas”
SR
भगवान बिरसा मुंडा जी ने मातृभूमि की आन-बान और शान की रक्षा के लिए अपना सर्वस्व न्योछावर कर दिया। उनकी जन्म-जयंती ‘जनजातीय गौरव दिवस’ के पावन अवसर पर उन्हें मेरा कोटि-कोटि नमन।#JanjatiyaGauravDiwas pic.twitter.com/GT4OpeNIYr
— Narendra Modi (@narendramodi) November 15, 2024