ବ୍ଲାକଷ୍ଟୋନ ଅଧ୍ୟକ୍ଷ, ସିଇଓ ଓ ସହ-ପ୍ରତିଷ୍ଠାତା ଶ୍ରୀ ଷ୍ଟିଫେନ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଭାରତରେ ବ୍ଲାକଷ୍ଟୋନର ଚାଲିଥିବା ପ୍ରକଳ୍ପ ଓ ଭିତ୍ତିଭୂମି ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ସମ୍ପର୍କରେ ଶ୍ରୀ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାତୀୟ ଭିତ୍ତିଭୂମି ପାଇପଲାଇନ ଓ ଜାତୀୟ ମୁଦ୍ରୀକରଣ ପାଇପଲାଇନ ଅନ୍ତର୍ଗତ ଭାରତରେ ନିବେଶର ସୁଯୋଗ ସମ୍ପର୍କରେ ଉଭୟେ ଆଲୋଚନା କରିଥିଲେ ।
SR
It was a delight to meet Mr. Stephen Schwarzman, the CEO of @blackstone. His commercial success and intellectual prowess are admirable. We talked about India’s investment potential and why our country is one of the world’s most attractive destination for investment. pic.twitter.com/SwlY233stt
— Narendra Modi (@narendramodi) September 23, 2021