ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ନିବେଶକ, ଲେଖକ ତଥା ହେଜ୍ ଫଣ୍ଡ୍, ବ୍ରିଜୱାଟରର ସହପ୍ରତିଷ୍ଠାତା ଶ୍ରୀ ରାଏ ଦଲିଓଙ୍କୁ ଭେଟିଛନ୍ତି ।
ଶ୍ରୀ ଦଲିଓଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଇନ ଅନୁପାଳନ କୋହଳ ଏବଂ ବହୁସଂଖ୍ୟକ ଆଇନଗତ ବ୍ୟବସ୍ଥାରେ ଅପରାଧୀକରଣକୁ ହ୍ରାସ କରିବା ନିମନ୍ତେ ସରକାର ଆଣିଥିବା ସଂସ୍କାର ଉପରେ ଆଲୋକପାତ କରିଥିଲେ । ଏଥିସହ ଭାରତ ଆସିବାକୁ ଶ୍ରୀ ଦଲିଓଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।
SR
PM @narendramodi held talks with investor and co-founder of Bridgewater Associates, Mr. @RayDalio. They discussed about India's rapidly growing economy as well as the policy measures to boost the investment opportunities. pic.twitter.com/7yILbzEclj
— PMO India (@PMOIndia) June 21, 2023
Met my friend, the distinguished author and investor @RayDalio. Urged him to deepen investments in India and also talked about the reform trajectory of our Government. pic.twitter.com/sgM9JSPtQn
— Narendra Modi (@narendramodi) June 21, 2023