ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଜୀବନ ଜନକଲ୍ୟାଣ ପ୍ରତି ସମର୍ପିତ ଥିଲା । ତାଙ୍କ ସ୍ୱପ୍ନ ସାକାର କରିବାକୁ ଭାରତ ସରକାର ଓ ଆସାମ ସରକାର ଅନେକ ଉଦ୍ୟମ କରିବା ସହ ଅସାଧାରଣ ବୋଡୋମାନଙ୍କ ସଶକ୍ତିକରଣ ପାଇଁ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଜୀବନ ଜନକଲ୍ୟାଣ ପ୍ରତି ସମର୍ପିତ ଥିଲା । ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛି । ତାଙ୍କ ସ୍ୱପ୍ନ ସାକାର କରିବାକୁ ଭାରତ ସରକାର ଓ ଆସାମ ସରକାର ଅନେକ ଉଦ୍ୟମ କରିବା ସହ ଅସାଧାରଣ ବୋଡୋମାନଙ୍କ ସଶକ୍ତିକରଣ ପାଇଁ କାମ କରୁଛନ୍ତି ।”
SR
The life of Bodofa Upendranath Brahma was devoted to the welfare of people. Remembering him on his birth anniversary. The Government of India and Assam Government are making numerous efforts to realise his dreams and work for the empowerment of the wonderful Bodo people. https://t.co/ilZYtg5dIZ
— Narendra Modi (@narendramodi) March 31, 2023