Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶିଷ୍ଟ ସ୍ଥପତି ଡଃ ବିଭି ଦୋଶୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ଥପତି ଡଃ ବିଭି ଦୋଶୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

 

“ଡଃ ବିଭି ଦୋଶୀ ଜୀ ଜଣେ ପ୍ରତିଭାସମ୍ପନ୍ନ ସ୍ଥପତି ଓ ଉଲ୍ଲେଖନୀୟ ଅନୁଷ୍ଠାନ ନିର୍ମାତା ଥିଲେ । ଆଗାମୀ ପୀଢି ଭାରତର ବିଭିନ୍ନ ସ୍ଥାନରେ ତାଙ୍କ ସମୃଦ୍ଧ କାର୍ଯ୍ୟ ଅବଲୋକନ କରି ତାଙ୍କ ମହାନତା ସମ୍ପର୍କରେ ଜାଣିପାରିବେ । ତାଙ୍କ ବିୟୋଗ ଦୁଃଖଦାୟକ । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା । ଓମ ଶାନ୍ତି ।” 

SR