Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି


ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଙ୍ଗନୈୟା ଓ ଜୀବନଦାୟିନୀ ଗଙ୍ଗା ଭଳି କବିତା ସଂକଳନ ଏବଂ ତାଙ୍କର ବିଭିନ୍ନ ରଚନା ସହିତ ସେ ଆମ ଜୀବନରେ ସର୍ବଦା ଉଜ୍ଜିବୀତ ରହିବେ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ହିନ୍ଦୀ ସାହିତ୍ୟର ଅଗ୍ରଣୀ ଲେଖକ ତଥା କାଶୀ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ମୁଁ ଦୁଃଖିତ, ଅଙ୍ଗନୈୟା ଓ ଜୀବନଦାୟିନୀ ଗଙ୍ଗା ଭଳି ତାଙ୍କର ବିଭିନ୍ନ ରଚନା ଓ କବିତା ସହିତ ସେ ମୋ ଜୀବନରେ ସର୍ବଦା ଉଜ୍ଜିବୀତ ରହିବେ – ସେ ଶ୍ରୀ ଚରଣରେ ସ୍ଥାନ ପାଆନ୍ତୁ, ଏହା ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ।

*********

SSP