Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଭିନ୍ନ ଯୋଗ ଆସନର ଭିଡିଓ ସେଟ୍ ସେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଗ ଆସନର ଏକ ଭିଡିଓ ସେଟ୍ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଯୋଗ ଉଭୟ ଶରୀର ଏବଂ ମନ ପାଇଁ ବିଶେଷ ଲାଭଦାୟକ ଏହା ଶକ୍ତି, ନମନୀୟତା ଏବଂ ଶାନ୍ତି ଦେଇଥାଏ ଆସନ୍ତୁ ଯୋଗକୁ ଆମ ଜୀବନର ଏକ ଅଂଶ କରି ଶାନ୍ତି ଏବଂ ସୁସ୍ଥତା ଆଡ଼କୁ ବଢ଼ିବା ବିଭିନ୍ନ ଆସନକୁ ଦେଖାଉଥିବା ଭିଡିଓର ଏକ ସେଟ୍ ସେୟାର କରୁଛି

SR