Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ପାଇଁ ପ୍ରଣୟ ଏଚ.ଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ-୨୦୨୩ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଣୟ ଏଚ.ଏସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ୍‌-୨୦୨୩ରେ ପ୍ରଣୟ ଏଚ.ଏସଙ୍କ ଚମତ୍କାର ସଫଳତା! ବ୍ରୋଞ୍ଜ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ।

ତାଙ୍କ ଦକ୍ଷତା ଏବଂ ପରିଶ୍ରମ ସମଗ୍ର ଟୁର୍ନାମେଣ୍ଟରେ ଚମକିଥିଲା । ସମସ୍ତ ବ୍ୟାଡମିଣ୍ଟନ ପ୍ରେମୀଙ୍କ ପାଇଁ ସେ ପ୍ରକୃତ ପ୍ରେରଣା ।’

SR