ବିଜୟ ଦିବସ ଅବସରରେ 1971 ଯୁଦ୍ଧre ଲଢ଼ିଥିବା ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଲାମ ଜଣାଇଛନ୍ତି ।
“ଦେଶର ସୁରକ୍ଷା ପାଇଁ 1971 ଯୁଦ୍ଧରେ ଅଦମନୀୟ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ । ସେମାନଙ୍କ ବୀରତ୍ୱ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ବର୍ଗିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
***
On #VijayDiwas we salute the unflinching courage of all those who fought in 1971 and protected our nation diligently. Every Indian is proud of their heroism and service.
— Narendra Modi (@narendramodi) December 16, 2017