ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ବିଗତ ଦଶନ୍ଧିରେ ବାଘ, ଚିତାବାଘ ଏବଂ ଗଣ୍ଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆମେ ବନ୍ୟପ୍ରାଣୀଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ ବନ୍ୟପ୍ରାଣୀଙ୍କ ସ୍ଥାୟୀ ଆବାସ ସୃଷ୍ଟି ଦିଗରେ ଯେ କାର୍ଯ୍ୟ କରୁଛନ୍ତି ତାହାକୁ ଏହା ଦର୍ଶାଉଛି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ବିଗତ ଦଶନ୍ଧିରେ ବାଘ, ଚିତାବାଘ ଏବଂ ଗଣ୍ଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆମେ ବନ୍ୟପ୍ରାଣୀଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ ବନ୍ୟପ୍ରାଣୀଙ୍କ ସ୍ଥାୟୀ ଆବାସସ୍ଥଳୀ ସୃଷ୍ଟି ଦିଗରେ ଯେ କାର୍ଯ୍ୟ କରୁଛନ୍ତି ତାହାକୁ ଏହା ଦର୍ଶାଉଛି । #WorldWildlifeDay”
SR
Over the last decade, the population of tigers, leopards, rhinos have risen too, indicating how deeply we cherish wildlife and are working to build sustainable habitats for animals. #WorldWildlifeDay
— Narendra Modi (@narendramodi) March 3, 2025