ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ।
ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଲେଖର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;
“କେନ୍ଦ୍ର ମନ୍ତ୍ରୀ ଡା. @mansukhmandviya ଭାରତର ରାଷ୍ଟ୍ରୀୟ ଯୁବା ମହୋତ୍ସବକୁ ‘ବିକଶିତ ଭାରତ ଯୁବା ନେତା ଆଲୋଚନା-୨୦୨୫’ ରୂପରେ ପୁନଃପରିକଳ୍ପିତ କରିବା ସମ୍ପର୍କରେ ଲେଖିଛନ୍ତି, ଯାହାର ଉଦ୍ଦେଶ୍ୟ ଯୁବ ପିଢ଼ିଙ୍କୁ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା…ନିଶ୍ଚିତ ପଢ଼ନ୍ତୁ ।”
SR
Union Minister, Dr. @mansukhmandviya, writes about India's reimagined National Youth Festival as the 'Viksit Bharat Young Leaders Dialogue 2025,' aimed at engaging youth in leadership and nation-building... Do Read! pic.twitter.com/jmYbvzZAgB
— PMO India (@PMOIndia) January 10, 2025