ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦୨୫ରେ ତାଙ୍କର ଏକ ମାସର କାର୍ଯ୍ୟକଳାପର କିଛି ଝଲକ ଶେୟାର କରିଛନ୍ତି, ଯାହାକି ବିକଶିତ ଭାରତ ନିର୍ମାଣ ପାଇଁ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏକ ମାସ ମଧ୍ୟରେ, ଶ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି, ବିଶ୍ୱସ୍ତରୀୟ କୂଟନୈତିକ ଯୋଗଦାନ ଏବଂ ଭାରତର ବିକାଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ପରିବର୍ତ୍ତନଶୀଳ ପଦକ୍ଷେପଗୁଡିକରେ ସକ୍ରିୟ ଭାବରେ ଜଡିତ ଥିଲେ ।
ନିଜର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଶେୟାର କରି ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି :
“ଜାନୁଆରୀ ୨୦୨୫ ଚିତ୍ରରେ….
ବିକଶିତ ଭାରତ ଦିଗରେ ଯାତ୍ରା ସମ୍ପୂର୍ଣ୍ଣ ଉତ୍ସାହର ସହିତ ଆଗକୁ ବଢ଼ୁଛି !
via NaMo App”
SR
January 2025 in pictures...
— Narendra Modi (@narendramodi) January 30, 2025
The journey towards a Viksit Bharat marches ahead with full vigour!https://t.co/PIckiG5gxR
via NaMo App pic.twitter.com/Ya0UkVajdD