Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଯୁବ ମାନସିକ ଶକ୍ତି, ସୃଜନଶୀଳତା ଏବଂ ନେତୃତ୍ୱକୁ ନୂଆ ପଥ ପ୍ରଦର୍ଶନ କରିବା ବିକଶିତ ଭାରତ ଯୁବ ନେତା ସଂଳାପର ଉଦ୍ଦେଶ୍ୟ : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁବ ମହୋତ୍ସବ ୨୦୨୫ ଏବଂ ବିକଶିତ ଭାରତ ଯୁବ ନେତା ସଂଳାପ ଉପରେ କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।

ବିକଶିତ ଭାରତ ଯୁବ ନେତା ସଂଳାପ ବିଷୟରେ କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେଙ୍କର ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି :

“କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେ ଲେଖିଛନ୍ତି ଯେ, ଦେଶର ବିକାଶ ଯାତ୍ରାରେ ଯୁବପୀଢ଼ିମାନଙ୍କୁ ସାମିଲ କରିବା ପାଇଁ ବିକଶିତ ଭାରତ ଯୁବ ନେତା ସଂଳାପ ଏକ ନିଆରା ପଦକ୍ଷେପ । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବ ମାନସିକ ଶକ୍ତି, ସୃଜନଶୀଳତା ଏବଂ ନେତୃତ୍ୱକୁ ଏକ ନୂଆ ପଥ ପ୍ରଦର୍ଶନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।”

 

SR