ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁବ ମହୋତ୍ସବ ୨୦୨୫ ଏବଂ ବିକଶିତ ଭାରତ ଯୁବ ନେତା ସଂଳାପ ଉପରେ କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।
ବିକଶିତ ଭାରତ ଯୁବ ନେତା ସଂଳାପ ବିଷୟରେ କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେଙ୍କର ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି :
“କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେ ଲେଖିଛନ୍ତି ଯେ, ଦେଶର ବିକାଶ ଯାତ୍ରାରେ ଯୁବପୀଢ଼ିମାନଙ୍କୁ ସାମିଲ କରିବା ପାଇଁ ବିକଶିତ ଭାରତ ଯୁବ ନେତା ସଂଳାପ ଏକ ନିଆରା ପଦକ୍ଷେପ । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବ ମାନସିକ ଶକ୍ତି, ସୃଜନଶୀଳତା ଏବଂ ନେତୃତ୍ୱକୁ ଏକ ନୂଆ ପଥ ପ୍ରଦର୍ଶନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।”
SR
Union Minister @khadseraksha Ji writes that the Viksit Bharat Young Leaders Dialogue is a unique initiative to involve the country's youth in the nation's development journey. The programme seeks to channel the energy, creativity and leadership of young minds to realise the… https://t.co/1kWxHmYq4p
— PMO India (@PMOIndia) January 11, 2025