Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି

ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ମୁଁ ହୃଦୟରୁ ସମବେଦନା ଜଣାଉଛି ଏହି ଦୁଃଖଦ ମୁହୂର୍ତ୍ତରେ ଆମର ସମବେଦନା ଏବଂ ପ୍ରାର୍ଥନା ମହାମହିମ ବାହାରିନ ଯୁବରାଜ, ରାଜ ପରିବାର ଏବଂ ବାହାରିନର ଲୋକଙ୍କ ପ୍ରତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********