ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲିରେ ଅନୁଷ୍ଠିତ ଜି –୨୦ ଶିଖର ସମ୍ମିଳନୀ ଅବସରରେ ମଧ୍ୟାହ୍ନ ଭୋଜନ ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିଛନ୍ତି ।
ଦୁଇ ନେତା ପ୍ରତିରକ୍ଷା, ବେସାମରିକ ଆଣବିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ଆର୍ଥିକ ଯୋଗଦାନର ନୂତନ କ୍ଷେତ୍ରରେ ସହଯୋଗର ଗଭୀରତାକୁ ସେମାନେ ସ୍ୱାଗତ କରିଛନ୍ତି ।
ପାରସ୍ପରିକ ସ୍ୱାର୍ଥ ଜଡିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
HS
PM @narendramodi and President @EmmanuelMacron held talks at the @g20org Summit in Bali. They had fruitful deliberations on a variety of subjects. The two leaders discussed how to enhance defence ties, further sustainable growth and increase economic cooperation. pic.twitter.com/C7i4IgeOgg
— PMO India (@PMOIndia) November 16, 2022
As always, an excellent meeting with President @EmmanuelMacron. We had in-depth discussions on various issues including boosting cooperation in defence, nuclear energy and food security. Close India-France ties are a force of great global good. India-France pic.twitter.com/HOQ9di75g4
— Narendra Modi (@narendramodi) November 16, 2022