ଆଜି ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ କଲ୍ୟାଣ ତଥା ମହାରାଷ୍ଟ୍ରର ବିକାଶ ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ଶ୍ରୀ ଠାକରେଙ୍କୁ ଲୋକମାନେ ସମ୍ମାନ ଦେବା ସହ ସ୍ମରଣ ମଧ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜନ କଲ୍ୟାଣ ତଥା ମହାରାଷ୍ଟ୍ରର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ସମ୍ମାନ ଦେବା ସହ ସ୍ମରଣ କରାଯାଉଛି । ଯେତେବେଳେ ତାଙ୍କର ମୂଳ ବିଶ୍ୱାସ ଉପରକୁ କଥା ଆସୁଥିଲା, ସେ କେବେବି ଆପୋଷ ବୁଝାମଣା କରୁନଥିଲେ ଏବଂ ସର୍ବଦା ଭାରତୀୟ ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଯୋଗଦାନ ଦେଉଥିଲେ ।”
I pay homage to Balasaheb Thackeray Ji on his birth anniversary. He is widely respected and remembered for his commitment to public welfare and towards Maharashtra’s development. He was uncompromising when it came to his core beliefs and always contributed towards enhancing the…
— Narendra Modi (@narendramodi) January 23, 2025
SR