ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିଥିଲେ ।
ସେ 2400 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।
ସେ ଗଙ୍ଗା ନଦୀ ଉପରେ ବହୁମୁଖୀ ଟର୍ମିନାଲ ରାଷ୍ଟ୍ରକୁ ସମର୍ପିତ କରିଥିଲେ, ଏବଂ ପ୍ରଥମ ମାଲବାହୀ ଜାହାଜକୁ ସ୍ୱାଗତ କରିଥିଲେ । ସେ ବାରଣାସୀ ରିଙ୍ଗ ରୋଡ ପର୍ଯ୍ୟାୟ-1 ଏବଂ 56ନଂ ଜାତୀୟ ରାଜପଥର ବାବତପୁର-ବାରଣାସୀ ସେକ୍ସନକୁ 4 ଲେନ ବିଶିଷ୍ଟ କରିବାର ବିକାଶ ଏବଂ ନିର୍ମାଣ କାର୍ଯ୍ୟର ଉଦଘାଟନ କରିଥିଲେ । ସେ ମଧ୍ୟ ବାରଣାସୀରେ ଅନ୍ୟ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।
ବିପୁଳ ସଂଖ୍ୟାରେ ସମବେତ ଉତ୍ସାହୀ ଜନତାଙ୍କୁ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦିବସ କାଶୀ, ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତ ଏବଂ ସମଗ୍ର ଦେଶ ପାଇଁ ଐତିହାସିକ । ସେ କହିଥିଲେ ଯେ ଆଜି ସମ୍ଭବ ହୋଇଥିବା ବିକାଶ କାର୍ଯ୍ୟ କିଛି ଦଶନ୍ଧି ପୂର୍ବରୁ ଶେଷ ହେବା କଥା । ସେ କହିଥିଲେ ଯେ ବାରଣାସୀ ସହିତ ସାରା ଦେଶ ଏବେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି କିଭଳି ଭାବେ ଦେଶରେ ପରିବହନର ପରିଭାଷାକୁ ବଦଳାଉଛି ତାହା ଅନୁଭବ କରିବ ।
ବାରଣାସୀରେ ପ୍ରଥମ ଅର୍ନ୍ତଦେଶୀୟ ମାଲବାହୀ ଜାହାଜ ପହଞ୍ଚିବା ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ଉତ୍ତରପ୍ରଦେଶ ବର୍ତ୍ତମାନ ଜଳମାର୍ଗ ଦେଇ ବଙ୍ଗୋପସାଗର ସହିତ ସଂଯୁକ୍ତ ହେଲା ।
ଆଜି ଉଦଘାଟିତ କିମ୍ବା ଶିଳାନ୍ୟାସ ହୋଇଥିବା ଅନ୍ୟ ସଡ଼କ ଏବଂ ନମାମୀ ଗଙ୍ଗେ ସହିତ ଜଡ଼ିତ ଅନ୍ୟ ପ୍ରକଳ୍ପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଦେଶୀୟ ଜଳମାର୍ଗ ସମୟ ଏବଂ ଅର୍ଥ ସଂଚୟ କରିବ, ସଡ଼କରେ ଭିଡ଼ ହ୍ରାସ କରିବ, ଇନ୍ଧନ ମୂଲ୍ୟ କମାଇବ ଏବଂ ବାହନଜନିତ ପ୍ରଦୂଷଣ ହ୍ରାସ କରିବ ।
ସେ କହିଥିଲେ ଯେ ବାବତପୁର ବିମାନବନ୍ଦରକୁ ବାରଣାସୀ ସହ ଯୋଡ଼ୁଥିବା ସଡ଼କ ପର୍ଯ୍ୟଟକମାନଙ୍କୁ ଯାତ୍ରା ସୁବିଧା ଦେବା ସହ ସେମାନଙ୍କ ପାଇଁ ଆକର୍ଷଣ ପାଲଟିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷ ମଧ୍ୟରେ ଦ୍ରୁତ ଗତିରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି । ସେ କହିଥିଲେ ଯେ ଉପାନ୍ତ ଅଞ୍ଚଳରେ ବିମାନବନ୍ଦର, ଉତ୍ତର-ପୂର୍ବାଞ୍ଚଳର କେତେକ ଅଂଶକୁ ରେଳ ସଂଯୋଗ, ଗ୍ରାମୀଣ ସଡ଼କ ଏବଂ ରାଜପଥ କେନ୍ଦ୍ର ସରକାରଙ୍କ ପରିଚୟର ଏକ ଅଂଶବିଶେଷ ପାଲଟିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ନମାମି ଗଙ୍ଗେ ଅଧୀନରେ 23,000 କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଭ କରିସାରିଛି । ସେ କହିଥିଲେ ଗଙ୍ଗା ନଦୀ କୂଳରେ ଥିବା ପ୍ରାୟତଃ ସବୁ ଗ୍ରାମ ବର୍ତ୍ତମାନ ଖୋଲା ଶୌଚ ମୁକ୍ତ ହୋଇସାରିଛନ୍ତି । ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ।
******************
इस बार मेरा सौभाग्य रहा कि मुझे दीपावली के दिन बाबा केदारनाथ के दर्शन करने का अवसर मिला।
— PMO India (@PMOIndia) November 12, 2018
अब बाबा विश्वनाथ की नगरी में, आपसे आशीर्वाद लेने का मौका मिला है।
उत्तराखंड में, मैं माता भगीरथी की पूजा करके धन्य हुआ, तो आज यहां, अब से कुछ देर पहले मां गंगा के दर्शन भी किए: PM
काशी के लिए, पूर्वांचल के लिए, पूर्वी भारत के लिए, पूरे भारतवर्ष के लिए, आज का ये दिन बहुत ऐतिहासिक है।
— PMO India (@PMOIndia) November 12, 2018
आज वाराणसी और देश, विकास के उस कार्य का गवाह बना है, जो दशकों पहले हो जाना चाहिए था: PM
वाराणसी और देश, इस बात का गवाह बना है कि संकल्प लेकर जब कार्य समय पर सिद्ध किए जाते हैं, तो उसकी तस्वीर कितनी भव्य और कितनी गौरवमयी होती है
— PMO India (@PMOIndia) November 12, 2018
वाराणसी और देश, इस बात का गवाह बना है कि Next Gen Infrastructure की अवधारणा, कैसे ट्रांसपोर्ट के तौर-तरीकों का कायाकल्प करने जा रही है: PM
कुछ देर पहले मैंने नदी मार्ग से पहुंचे देश के पहले कंटेनरवेसल का स्वागत किया।
— PMO India (@PMOIndia) November 12, 2018
आज मैं प्रफल्लित हूं कि देश ने जो सपना देखा था वो आज साकार हुआ है।
ये कंटेनर वेसल चलने का मतलब है कि पूर्वी उत्तर प्रदेश, पूर्वांचल और पूर्वी भारत जलमार्ग से अब बंगाल की खाड़ी से जुड़ गया है: PM
आज यहां बाबतपुर हवाई अड्डे से शहर को जोड़ने वाली सड़क, रिंग रोड, कनेक्टिविटी से जुड़े प्रोजेक्ट, बिजली के तारों को अंडरग्राउंड करने से जुड़ी परियोजना, मां गंगा को प्रदूषण मुक्त करने के प्रयासों को बल देने वाली अनेक परियोजनाओं का भी लोकार्पण और शिलान्यास यहां किया गया है: PM
— PMO India (@PMOIndia) November 12, 2018
इस जलमार्ग से समय और पैसा बचेगा,
— PMO India (@PMOIndia) November 12, 2018
सड़क पर भीड़ भी कम होगी,
ईंधन का खर्च भी कम होगा और
गाड़ियों से होने वाले प्रदूषण से भी राहत मिलेगी: PM
800 करोड़ रुपए की लागत से बाबतपुर एयरपोर्ट को शहर से जोड़ने वाली सड़क ना सिर्फ चौड़ी हो गई है, बल्कि देश-विदेश के पर्यटकों को अपनी तरफ आकर्षित करने लगी है।
— PMO India (@PMOIndia) November 12, 2018
इस सड़क से काशी वासियों का, पर्यटकों का समय तो बचेगा ही, जौनपुर, सुल्तानपुर और लखनऊ तक की यात्रा भी सुगम हो जाएगी: PM
बीते 4 वर्षों में कितनी तेजी के साथ आधुनिक इंफ्रास्ट्रक्चर का विकास हुआ है, वो अब स्पष्ट दिखता है।
— PMO India (@PMOIndia) November 12, 2018
दुर्गम स्थानों पर नए एयरपोर्ट,
नॉर्थईस्ट के दूर दराज के क्षेत्रों में पहली बार पहुंच रही ट्रेन,
ग्रामीण सड़कों और शानदार हाईवे का जाल,
ये हमारी सरकार की पहचान बन चुका है: PM
नमामि गंगे मिशन के तहत अब तक 23 हजार करोड़ रुपए की परियोजनाओं को स्वीकृति दी जा चुकी है।
— PMO India (@PMOIndia) November 12, 2018
गंगा के किनारे के करीब-करीब सारे गांव अब खुले में शौच से मुक्त हो चुके हैं।
ये प्रोजेक्ट्स गंगोत्री से लेकर गंगासागर तक गंगा को अविरल, निर्मल बनाने के हमारे संकल्प का हिस्सा हैं: PM
A special day in the development journey of Kashi, a city that is revered and admired by every Indian. pic.twitter.com/mPcAtLLw6w
— Narendra Modi (@narendramodi) November 12, 2018
Harnessing our waterways for progress and prosperity. pic.twitter.com/zklCg0lzkA
— Narendra Modi (@narendramodi) November 12, 2018
It is gladdening to see Kashi emerge as a textile hub, drawing people from all over the world.
— Narendra Modi (@narendramodi) November 12, 2018
This also means the city needs better infrastructure, especially good quality roads, which we are working to provide. pic.twitter.com/3dC5mWe1FR