Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବା ବୈଦ୍ୟନାଥ ଧାମରେ ପୂଜା କରଛନ୍ତି ପ୍ରଧାନମନ୍ତ୍ରୀ

ବାବା ବୈଦ୍ୟନାଥ ଧାମରେ ପୂଜା କରଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ଦେଓଘରରେ ବାବା ବୈଦ୍ୟନାଥ ଧାମରେ ପୂଜା କରିଥିଲେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ବାବା ବୈଦ୍ୟନାଥ ଧାମରେ ଦର୍ଶନ କରିବା ସହିତ ପୂଜା ମଧ୍ୟ କରିଥିଲି । ହର ହର ମହାଦେବ!”

HS