ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଓ ତାମିଲନାଡୁରେ ଥିବା ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୁଦୁମଲାଇ ଟାଇଗର ରିଜର୍ଭରେ ଥିବା ଥେପ୍ପାକାଡୁ ହାତୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରି ମାହୁନ୍ତ ଓ କାଭାଡିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ହାତୀଙ୍କୁ ଖୁଆଇଥିଲେ । ପ୍ରଧାନମନ୍ତ୍ରୀ ଓସ୍କାର ବିଜେତା ପ୍ରାମାଣିତ ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ରେ ପ୍ରଦର୍ଶିତ ହାତୀ ପାଳକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୁନ୍ଦର ବାନ୍ଦିପୁର ଟାଇଗର ରିଜର୍ଭରେ ସକାଳ ଅତିବାହିତ କଲି ଓ ଭାରତର ବନ୍ୟପ୍ରାଣୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିବିଧତାର ଝଲକ ଦେଖିଲି ।”
“ବାନ୍ଦିପୁର ଟାଇଗର ରିଜର୍ଭର ଆଉ କିଛି ଝଲକ ।”
“ମୁଦୁମଲାଇ ଟାଇଗର ରିଜର୍ଭରେ ବିଶାଳ ହାତୀମାନଙ୍କ ସହ ।”
“ବୋମ୍ମନ ଓ ବେଲ୍ଲିଙ୍କ ସହ ବୋମ୍ମି ଓ ରଘୁଙ୍କୁ ଭେଟି ବେଶ ଖୁସି ଲାଗିଲା ।”
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”
PM @narendramodi is on the way to the Bandipur and Mudumalai Tiger Reserves. pic.twitter.com/tpPYgnoahl
— PMO India (@PMOIndia) April 9, 2023
SR
Spent the morning at the scenic Bandipur Tiger Reserve and got a glimpse of India’s wildlife, natural beauty and diversity. pic.twitter.com/X5B8KmiW9w
— Narendra Modi (@narendramodi) April 9, 2023
Some more glimpses from the Bandipur Tiger Reserve. pic.twitter.com/uL7Aujsx9t
— Narendra Modi (@narendramodi) April 9, 2023
With the majestic elephants at the Mudumalai Tiger Reserve. pic.twitter.com/ctIoyuQYvd
— Narendra Modi (@narendramodi) April 9, 2023
What a delight to meet the wonderful Bomman and Belli, along with Bommi and Raghu. pic.twitter.com/Jt75AslRfF
— Narendra Modi (@narendramodi) April 9, 2023
PM @narendramodi is on the way to the Bandipur and Mudumalai Tiger Reserves. pic.twitter.com/tpPYgnoahl
— PMO India (@PMOIndia) April 9, 2023