ବାଗଦାନା ଆଶ୍ରମର ମନ୍ଜୀ ଦାଦାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗୁରୁ ଆଶ୍ରମ, ବାଗଦାନାର ପୂଜ୍ୟ ମନ୍ଜୀ ଦାଦାଙ୍କ ନିଧନ ଖବର ଶୁଣି ଦୁଃଖିତ । ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନ ସବୁବେଳେ ମନେରହିବ । ଓମ୍ ଶାନ୍ତି!!’
SR
ગુરુ આશ્રમ, બગદાણાના પૂજ્ય મનજીદાદાના અવસાનના સમાચારથી દુઃખી છું. સમાજસેવા ક્ષેત્રે એમનું યોગદાન હંમેશાં યાદ રહેશે.
— Narendra Modi (@narendramodi) February 14, 2024
ઈશ્વર સદ્ગત આત્માને શાંતિ પ્રદાન કરે એ જ પ્રાર્થના તથા શોકગ્રસ્ત અનુયાયીઓને સાંત્વના ॥
ૐ શાંતિ...!! pic.twitter.com/Z5324p2R1D