Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବସ୍ତୁ ଓ ସେବା କର ରୂପାୟନ ପାଇଁ ସମ୍ବିଧାନ ସଂଶୋଧନ (ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟକାରୀ)ନିର୍ଦ୍ଦେଶ, 1954କୁ ପିଛିଲା ଭାବେ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମ୍ବିଧାନ ସଂଶୋଧନ (ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟକାରୀ)ନିର୍ଦ୍ଦେଶ, 1954କୁ ପିଛିଲା ଭାବେ ସମ୍ବିଧାନ ସଂଶୋଧନ (ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟକାରୀ) ନିର୍ଦ୍ଦେଶ, 2017 ଆଧାରରେ ଅନୁମୋଦନ ମଳିଛି ।

ଏହି ଅନୁମୋଦନ ଦ୍ୱାରା ଜାମ୍ମୁ ଏବଂ କାଶ୍ମୀରରେ ବସ୍ତୁ ଏବଂ ସେବା କର ବ୍ୟବସ୍ଥା ଲାଗୁ କରିବା ପାଇଁ ମାର୍ଗ ପ୍ରଶସ୍ତ ହେବ ।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସମ୍ବିଧାନ ସଂଶୋଧନ (ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟକାରୀ) ନିର୍ଦ୍ଦେଶ, 2017 ପୂର୍ବରୁ ଗେଜେଟ୍ ଅଫ୍ ଇଣ୍ଡିଆରେ ଅଧିସୂଚିତ କରାଯାଇସାରିଛି ।