ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରିଛନ୍ତି । ଶ୍ରୀ ମୋଦୀ ଜଗଦଗୁରୁ ବସବେଶ୍ୱରଙ୍କ ସମ୍ପର୍କରେ ନିଜର ଭାବନା ଏକ ଭିଡିଓ କ୍ଲିପ ମାଧ୍ୟମରେ ଶେୟାର କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରୁଛି, ଯାହାଙ୍କ ବିଚାର ଓ ଆଦର୍ଶ ଆମକୁ ମାନବ ସମାଜରେ ସେବା ପାଇଁ ପ୍ରେରିତ କରୁଛି । ଦଳିତ ସଶକ୍ତିକରଣ ଓ ଏକ ଦୃଢ ଏବଂ ସମୃଦ୍ଧ ସମାଜ ନିର୍ମାଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।”
ଶ୍ରୀ ମୋଦୀଙ୍କ ଦ୍ୱାରା ନଭେମ୍ବର ୨୦୧୫ରେ ଲଣ୍ଡନ ଠାରେ ଜଗଦଗୁରୁ ବସବେଶ୍ୱରଙ୍କ ପ୍ରତିମୂର୍ତ୍ତି ଅନାବରଣ ସମ୍ପର୍କରେ ସାଂସଦ ଶ୍ରୀ ଶିବକୁମାର ଉଦାସୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜଗଦଗୁରୁ ବସବେଶ୍ୱରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଆମେ ସଦା ଅନୁସରଣ କରିବା ।
ତାଙ୍କୁ ନମନ କରିବାର ଅନେକ ଅବସର ପାଇ ନିଜକୁ ଗୌରବାନ୍ୱିତ ମନେ କରୁଛି ।”
Today, on the sacred occasion of Basava Jayanthi, I bow to Jagadguru Basaveshwara, whose thoughts and ideals give us the inspiration to serve humanity. He rightly emphasised on empowering the downtrodden and building a strong and prosperous society. pic.twitter.com/tmEWfBEeQU
— Narendra Modi (@narendramodi) April 23, 2023
SR

ಬಸವ ಜಯಂತಿಯ ಇಂದಿನ ಈ ಪವಿತ್ರ ಸಂದರ್ಭದಲ್ಲಿ, ನಾನು ಜಗದ್ಗುರು ಬಸವೇಶ್ವರರಿಗೆ ಶಿರಸಾ ನಮಿಸುತ್ತೇನೆ. ಅವರ ಆಲೋಚನೆಗಳು ಮತ್ತು ಚಿಂತನೆಗಳು ಮನುಕುಲಕ್ಕೆ ಸೇವೆ ಮಾಡಲು ಪ್ರೇರಣೆ ನೀಡುತ್ತವೆ. ದಮನಿತರನ್ನು ಸಬಲಗೊಳಿಸಲು ಒತ್ತು ನೀಡುತ್ತಾ ಸದೃಢ ಮತ್ತು ಸಮೃದ್ಧ ಸಮಾಜ ನಿರ್ಮಾಣಕ್ಕೆ ಅವರು ಕೊಡುಗೆ ನೀಡಿದ್ದಾರೆ. pic.twitter.com/rgqoyql5qg
— Narendra Modi (@narendramodi) April 23, 2023
We will always follow the path shown by Jagadguru Basaveshwara.
— Narendra Modi (@narendramodi) April 23, 2023
I am honoured to have got many opportunities to pay homage to him. https://t.co/mTT5P8ZvUa
ಜಗದ್ಗುರು ಬಸವೇಶ್ವರರು ತೋರಿಸಿಕೊಟ್ಟ ಹಾದಿಯನ್ನು ನಾವು ಸದಾ ಪಾಲಿಸುತ್ತೇವೆ. ಅವರಿಗೆ ಗೌರವ ಸಲ್ಲಿಸಲು ಅನೇಕ ಅವಕಾಶಗಳು ಒದಗಿರುವುದು ನನ್ನ ಸೌಭಾಗ್ಯ. https://t.co/mTT5P8ZvUa
— Narendra Modi (@narendramodi) April 23, 2023