Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରୋତ୍ତଳନରେ କାଂସ୍ୟ ପଦକ ବିଜେତା ଗୁରଦୀପ ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରୋତ୍ତଳନରେ କାଂସ୍ୟ ପଦକ ବିଜେତା ଗୁରଦୀପ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“କଠିନ ପରିଶ୍ରମ ଓ ଅଧ୍ୟବସାୟ ଅସାମାନ୍ୟ ପରିଣାମ ପ୍ରଦାନ କରେ..ରାଜ୍ୟଗୋଷ୍ଠୀ କ୍ରୀଡାରେ କାଂସ୍ୟ ପଦକ ଜିତି ଗୁରଦୀପ ସିଂହ ଏହା ପ୍ରଦର୍ଶିତ କରିଛନ୍ତି । ସେ ଦେଶବାସୀଙ୍କ ଆନନ୍ଦକୁ ଆହୁରି ବଢାଇ ଦେଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।”   

SR