ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ପ୍ରଶାସକ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ ବରିଷ୍ଠ ପ୍ରଶାସକ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମ ଜୀ ଙ୍କ ଦେହାନ୍ତରେ ଦୁଃଖିତ । ନୀତି ସମ୍ବନ୍ଧୀୟ ପ୍ରସଙ୍ଗ ତଥା କାର୍ଯ୍ୟ ଭିତ୍ତିକ ଆଭିମୁଖ୍ୟକୁ ବୁଝିବା ପାଇଁ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ । ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ତାଙ୍କ ସହ ମୋର କଥାବାର୍ତ୍ତା ମନେ ପଡିଥିଲା । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
Anguished by the demise of veteran bureaucrat Dr. Manjula Subramaniam Ji. She was widely respected for her understanding of policy related issues and action oriented approach. I recall my interactions with her when I was CM. Condolences to her family and friends. Om Shanti.
— Narendra Modi (@narendramodi) January 1, 2023