କୋଭିଡ-19 ପଜିଟିଭ ଥିବା ପରୀକ୍ଷଣରୁ ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମିଷ୍ଟର ଇମାନୁଏଲ ମାକ୍ରୋନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଉତ୍ତମ ସ୍ବାସ୍ଥ୍ୟ ଲାଗି ଶୁଭେଚ୍ଛା ଜଣାଇଛନ୍ତି ।
“ମୋର ପ୍ରିୟ ବନ୍ଧୁ ଇମାନୁଏଲ ମାକ୍ରୋନଙ୍କୁ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଶୁଭେଚ୍ଛା ଜଣାଉଛି ।
Je souhaite à mon cher ami Emmanuel Macron un prompt rétablissement et une bonne santé”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Wishing my dear friend @EmmanuelMacron a speedy recovery and the best of health.
— Narendra Modi (@narendramodi) December 17, 2020
Je souhaite à mon cher ami @EmmanuelMacron un prompt rétablissement et une bonne santé.
— Narendra Modi (@narendramodi) December 17, 2020
**********
Wishing my dear friend @EmmanuelMacron a speedy recovery and the best of health.
— Narendra Modi (@narendramodi) December 17, 2020