Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିବାରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୧୪ରେ ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହରେ ସମ୍ମାନିତ ଅତିଥି ହେବେ ।

ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଧନ୍ୟବାଦ ମୋର ବନ୍ଧୁ @EmmanuelMacron! ବାସ୍ତିଲ ଦିବସ ଓ ଆପଣ ତଥା ଫ୍ରେଞ୍ଚ ଲୋକଙ୍କ ସହ ଆମ ରଣନୈତିକ ଭାଗିଦାରୀ ସମାରୋହ ପାଳନ ପାଇଁ ଆଶାବାଦୀ ।

“Merci mon ami @EmmanuelMacron ! Je me réjouis de fêter le 14 juillet et notre partenariat stratégique avec toi et le peuple français.”

SR