ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଫା ବିଶ୍ୱକପ ଚାମ୍ପିୟନ୍ସ ହୋଇଥିବା ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି । ଫିଫା ବିଶ୍ୱକପରେ ଦମଦାର ପ୍ରଦର୍ଶନ ପାଇଁ ଶ୍ରୀ ମୋଦୀ ଫ୍ରାନ୍ସକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅତ୍ୟନ୍ତ ରୋମାଞ୍ଚକର ଫୁଟବଲ ମ୍ୟାଚ ଭାବେ ଏହି ମ୍ୟାଚ ସ୍ମରଣୀୟ ରହିବ ! #FIFAWorldCup ଚାମ୍ପିୟନ୍ସ ହୋଇଥିବା ଆର୍ଜେଣ୍ଟିନାକୁ ଅଭିନନ୍ଦନ ! ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନେ ଅସାଧାରଣ ଖେଳ ପ୍ରଦର୍ଶନ କଲେ । ଆର୍ଜେଣ୍ଟିନା ଓ ମେସିଙ୍କ ଲକ୍ଷ ଲକ୍ଷ ଭାରତୀୟ ଫ୍ୟାନ ଏହି ଚିତ୍ତାକର୍ଷକ ବିଜୟର ଉତ୍ସବ ପାଳୁଛନ୍ତି ! @alferdez”
“#FIFAWorldCupରେ ଦମଦାର ପ୍ରଦର୍ଶନ ପାଇଁ ଫ୍ରାନ୍ସକୁ ଅଭିନନ୍ଦନ ! ନିଜ ଦକ୍ଷତା ଓ ଖେଳୁଆଡ ଭାବନା ସହ ଫାଇନାଲରେ ପହଞ୍ଚି ସେମାନେ ଫୁଟବଲପ୍ରେମୀଙ୍କ ହୃଦୟ ଜିତିଛନ୍ତି ।@EmmanuelMacron”
<blockquote class=”twitter-tweet”><p lang=”en” dir=”ltr”>Congratulations to France for a spirited performance at the <a href=”https://twitter.com/hashtag/FIFAWorldCup?src=hash&ref_src=twsrc%5Etfw”>#FIFAWorldCup</a>! They also delighted Football fans with their skill and sportsmanship on the way to the finals. <a href=”https://twitter.com/EmmanuelMacron?ref_src=twsrc%5Etfw”>@EmmanuelMacron</a></p>— Narendra Modi (@narendramodi) <a href=”https://twitter.com/narendramodi/status/1604540225761558533?ref_src=twsrc%5Etfw”>December 18, 2022</a></blockquote> <script async src=”https://platform.twitter.com/widgets.js” charset=”utf-8″></script>
SR
This will be remembered as one of the most thrilling Football matches! Congrats to Argentina on becoming #FIFAWorldCup Champions! They’ve played brilliantly through the tournament. Millions of Indian fans of Argentina and Messi rejoice in the magnificent victory! @alferdez
— Narendra Modi (@narendramodi) December 18, 2022
Congratulations to France for a spirited performance at the #FIFAWorldCup! They also delighted Football fans with their skill and sportsmanship on the way to the finals. @EmmanuelMacron
— Narendra Modi (@narendramodi) December 18, 2022