ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଖରିଫ ଋତୁ, ୨୦୨୫ (୦୧.୦୪.୨୦୨୫ରୁ ୩୦.୦୯.୨୦୨୫) ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପିଏଣ୍ଡକେ) ସାର ଉପରେ ପୁଷ୍ଟିକର ଆଧାରିତ ସବସିଡି (ଏନବିଏସ) ହାର ସ୍ଥିର କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଖରିଫ ଋତୁ ୨୦୨୫ ପାଇଁ ବଜେଟ ଆବଶ୍ୟକତା ପାଖାପାଖି ୩୭,୨୧୬.୧୫ କୋଟି ଟଙ୍କା ହେବ। ରବି ଋତୁ ୨୦୨୪-୨୫ ପାଇଁ ବଜେଟ ଆବଶ୍ୟକତା ଠାରୁ ଏହା ପ୍ରାୟ ୧୩,୦୦୦ କୋଟି ଟଙ୍କା ଅଧିକ।
ଲାଭ:
କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ:
କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଏହି ସାରର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖରିଫ ୨୦୨୫ (୦୧.୦୪.୨୦୨୫ରୁ ୩୦.୦୯.୨୦୨୫ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ହାର ଆଧାରରେ ଏନପିକେଏସ ଗ୍ରେଡ୍ ସମେତ ପିଏଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।
******
PS
देशभर के किसान भाई-बहनों के हित में आज हमारी सरकार ने खरीफ सीजन-2025 के लिए फॉस्फेटिक और पोटाशिक फर्टिलाइजर पर पोषक तत्व आधारित सब्सिडी को मंजूरी दी है। इससे ना सिर्फ अन्नदाताओं को सस्ती दरों पर उर्वरक उपलब्ध होंगे, बल्कि खाद्य सुरक्षा भी सुनिश्चित होगी।https://t.co/7r1Bg8bxis
— Narendra Modi (@narendramodi) March 28, 2025